Jump to content

ଗହ୍ୱର

ଉଇକିଅଭିଧାନ‌ରୁ

ଗହ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ=ପୃଥିବୀ+ହ୍ୱୃ ଧାତୁ=କୁଟିଳ ହେବା+କର୍ମ ସଂଜ୍ଞାର୍ଥ. ଅ.)

[ସମ୍ପାଦନା]
୧. ଦେବଖାତ —୧. Naturaj tank.
୨. ଗର୍ତ୍ତ —୨. Hole; cavity.
୩. ଗିରିଗୁହା; ଗୁମ୍ପା —୩. Cave; ravine; defile.
୪. ନିକୁଞ୍ଜ; ଲତାଗୃହ —୪. Bower.