Jump to content

ଗା

ଉଇକିଅଭିଧାନ‌ରୁ

ଗା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର) ଅ.

[ସମ୍ପାଦନା]

(ଭାଇ. ସମାନସ୍କନ୍ଧ ଓ ବନ୍ଧୁକୁ ସମ୍ୱୋଧନ) ହେ; ଗୋ —Interjection used in addressing a brother or friend.

[ଦ୍ରଷ୍ଟବ୍ୟ —ଗାଙ୍ଗପୁର ଅଞ୍ଚଳରେ ଏ ସ୍ଥଳରେ 'ହୋ' ବ୍ୟବହୃତ ହୁଏ]

ପ୍ରାଦେଶିକ - (ସିଂହଭୁମି) ଅ

[ସମ୍ପାଦନା]

(ଅନାଦରାର୍ଥକ ବହୁବଚନର ପ୍ରତ୍ୟୟ) ଗୁଡ଼ାକ —The sign of plural number.