ଗାଁ ମାକୁ ପାଏନ୍ ଧାର୍ କରିବା
ଗ୍ରାମରେ ମାରୀଭୟ ଆଦି ଉପସ୍ଥିତ ହେଲେ ଗ୍ରାମଦେବତାଙ୍କୁ ପାଣିଫୁଲଲାଗି ବା ମାଜଣା— କରିବା —To have the ceremony of bath and offering of flowers to the village Goddess on occasions of divine visitations.