ଗାଆଣିଆ
ଗାୟକ — Singer.
କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରିମାନେ ଯେପରି ଗାଆଣି ଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି ଯାଆନ୍ତି ଫକୀରମୋହନ, ଛମାଣଆଠଗୁଣ୍ଠ