Jump to content

ଗାଆଣୀ

ଉଇକିଅଭିଧାନ‌ରୁ

ଗାଆଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଗାୟିନୀ)

[ସମ୍ପାଦନା]
୧. ଗାୟିକା — ୧. A female singer; songstress.
୨. ରାଜାନ୍ତଃପୁରରେ ଥିବା ଗୀତବିଶାରଦା ଦାସୀ — ୨. A female singer in a Raja's harem.

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଗୀତ ଗାଇବାରେ ସୁନିପୁଣା — (woman) Well-versed in singing.