ଗାଇ ଗିଲ
ଗିଲଜାତୀୟ କଣ୍ଟାଯୁକ୍ତ ଏକପ୍ରକାର ଲଟାଳିଆ ଗୁଳ୍ମ — A kind of small gila-plant.
[ଦ୍ରଷ୍ଟବ୍ୟ —ଗୋରୁମାନେ ଏହାର ଡାଳ ଓ ପତ୍ର ସଙ୍ଗେ ଏହାର ଫଳକୁ ଖାଇ ଗୋଟି ଗୋଟି ଫଳ ହଗନ୍ତି]