Jump to content

ଗାଈଅଇଲାବେଳେ

ଉଇକିଅଭିଧାନ‌ରୁ

ଗାଈଅଇଲାବେଳେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସନ୍ଧ୍ୟାବେଳେ ଗୋଠାରୁ ଗାଈଗୋରୁ ଫେରି ଆସୁଥିବା ସମୟ; ଗୋଧୂଳି ସମୟ — The evening when the cattle come back after grazing on the fields; dusk.