ଗାଈଆ
ଦେଖଣା
ଗାଈଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗାଭୀର ସେବାରେ ନିଯୁକ୍ତି — ୧. Bent upon taking care of cows.
- ୨. ଗାଈପରି ଛୋଟ ଆକୃତିବିଶିଷ୍ଟ — ୨. Of comparatively smaller dimensions (said of fruits).
[ ଦ୍ର—ଫଳପ୍ରଭୃତି ଦୁଇଜାତୀୟ ଦେଖା ଗଲେ ଛୋଟ ଫଳକୁ ଗାଈଆ ଓ ବଡ଼ ଫଳକୁ ମଇଁଷିଆ ବୋଲାଯାଏ; ଯଥା—ଗାଈଆ— କୁଆମଇତା (ଛୋଟ), ମଇଁଷିଆ କୁଆମଇତା (ବଡ଼)]
- ୩. (ସଂସ୍କୃତ - ଗବ୍ୟ)—ଗାଈଠାରୁ ଉତ୍ପନ୍ନ (ଯଥା; ଗାଈଆ ଘିଅ) — ୩. Produced from the cow.