ଗାଈଧରା
ଦେଖଣା
ଗାଈଧରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗାଈ ପ୍ରସବ କରିବା ପରେ ଦୁଧ ଦୁହିଁ ବା ବେଳେ ନାତ ମାଇଲେ ବା ଦୁଷ୍ଟାମି କଲେ ଗଉଡ଼ମାନେ ତା ଯୋନି ଦ୍ୱାରରେ ମୁହଁ ଲଗାଇ ତା ପେଟକୁ ଫୁଙ୍କିବା— ରୂପ ନୃଶଂସ ପ୍ରଣାଳୀ —The cruel system practised by Indian cow-herds of blowing wind into the bellly of a milch cow through its generative organ and thus reducing the cow to a helpless condition and forcing it to sumbit to being milched without giving any trouble.
[ଦ୍ରଷ୍ଟବ୍ୟ —ଏପରି ପବନ ଫୁଙ୍କିଲେ ଗାଈଟି କାବୁ ହୋଇ ଯାଏ ଓ ଗଉଡ଼ମାନେ ଅକ୍ଳେଶରେ ଦୁଧ ଦୁହନ୍ତି]