ଗାଈବଗୁଲା
ଦେଖଣା
ଗାଈବଗୁଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋ+ ବକ)
[ସମ୍ପାଦନା]ଏକ ପ୍ରକାର ଧଳା ବଗ — Egret (bird; Bubulens Coromandus.
[ଦ୍ରଷ୍ଟବ୍ୟ —ଏମାନଙ୍କ ଗୋଡ଼ ହଳଦିଆ; ଏମାନେ ଗୋରୁ ଗାଈଙ୍କ ପିଠିରେ ବା ନିକଟରେ ବସି ସେମାନଙ୍କ ଦେହରୁ ଟିଙ୍କ ଖୁମ୍ପି କରି ଖାଆନ୍ତି ଗୋରୁ ଗାଈଙ୍କ ପଲ ସଙ୍ଗେ ଏମାନେ ବିଚରଣ କରିବାର ଦେଖାଯାଏ]