Jump to content

ଗାଈ ବିଗାଡ଼ିବା

ଉଇକିଅଭିଧାନ‌ରୁ

ଗାଈ ବିଗାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦୁଧ ଦୁହିଁବା ବେଳେ ଦୁଗ୍ଧବତୀ ଗାଭୀ ଅସ୍ଥିର ହେବ ଓ ନାତ ଉଠାଇ ଦୁଧ ଦୁହାଁଇ ଦେବ— ନାହିଁ ଏ ଉଦ୍ଦେଶ୍ୟରେ ଗାଈ ପ୍ରତି ମନ୍ତ୍ର ଯନ୍ତ୍ର ବା ଔଷଧାଦି ପ୍ରୟୋଗ କରିବା — To spoil a cow (so as it will become restive when being milched) by malicious application of charms and medicines.