ଗାଗର
ଏକଜାତୀୟ ଜାତି ନ ଥିବା ମାଛ — A kind of fish without scales.
[ଦ୍ରଷ୍ଟବ୍ୟ —ଏ ମାଛ ଦୁଇଜାତୀୟ; ମୁଣ୍ଡୀଗାଗର —The fish with a large head; ଖଣ୍ଡାଗାଗର —The fish with a bill or saw on its upper jaw.]