Jump to content

ଗାଙ୍ଗଟ

ଉଇକିଅଭିଧାନ‌ରୁ

ଗାଙ୍ଗଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଙ୍ଗା+ ଅଟ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଗଙ୍ଗାନଦୀରେ ମିଳୁଥିବା ବଡ଼ ଚିଙ୍ଗୁଡ଼ି ମାଛ — ୧. Prawns abounding in the Ganges.


୨. କଙ୍କଡ଼ା (ହିନ୍ଦୀ - ଶବ୍ଦସାଗର) —୨. Crab.