Jump to content

ଗାଙ୍ଗେଟୟ

ଉଇକିଅଭିଧାନ‌ରୁ

ଗାଙ୍ଗେଟୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗାଙ୍ଗଟ+ସ୍ୱାର୍ଥେ. ଏୟ)

[ସମ୍ପାଦନା]
୧. ଗାଙ୍ଗଟ (ଦେଖ) - ୧. Gāṅgaṭa (See)
୨. ବଗପରି ଦୀର୍ଘ ଥଣ୍ଟାବିଶିଷ୍ଟ ଲମ୍ୱ ଛୋଟ ମାଛ; ଗଣିଆ— ତୋଡ଼ିମାଛ —A kind of fish with beak-like jaws (long and tender); Belone Caucila.

[ଦ୍ରଷ୍ଟବ୍ୟ —ଏହାର ଦେହ ଗୋଲ ଏବଂ ଦେହରେ ଲମ୍ୱବାଗରେ ନେଳିଆ ଓ ଧଳା ଡ଼ୋରାମାନ ଥାଏ ଏହା ଦୀର୍ଘରେ ଆଠର ଆଙ୍ଗୁଳ ବଢ଼େ]