Jump to content

ଗାଙ୍ଗୋଇ

ଉଇକିଅଭିଧାନ‌ରୁ

ଗାଙ୍ଗୋଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଙ୍ଗେଇ; ମାଛରଙ୍କା ଚଢ଼େଇ — The kingfisher bird.

ଚଳ—ମତ୍ସ୍ୟୋ ଚିଲା ମାରନ୍ତି ଗାଙ୍ଗୋଈ ରାଧାନାଥ ଚିଲିକା

[ଦ୍ରଷ୍ଟବ୍ୟ —ଏ ପକ୍ଷୀ ଲମ୍ୱରେ ଦଶ ଆଙ୍ଗୁଳ ବଢ଼େ ଏହାର ଥଣ୍ଟ ଲମ୍ୱ; ପକ୍ଷ ନେଳି; ଏ ଜଳର ଦଶ କୋଡ଼ିଏ ହାତ ଉପରେ ଉଡ଼ି ଶୂନ୍ୟରେ ଏକସ୍ଥାନେର ସ୍ଥିର ହୋଇ ରହି ପାଣିରେ ପହଁରୁ— ଥିବା ଛୋଟ ମାଛକୁ ଲକ୍ଷ୍ୟ କରେ ଓ ଠିକ୍ ଲମ୍ୱଭାବରେ ସେହି ଜାଗାକୁ ଖସିପଡ଼ି ସେ ମାଛଟିକୁ ଥଣ୍ଟରେ ଧରି ନେଇ ଉପରକୁ ଉଡ଼ିଯାଇ କୈଣସି ବୃକ୍ଷର ଡ଼ାଳରେ ବସି ସେ ମାଛଟିକୁ ଗିଳିଦିଏ]