Jump to content

ଗାଜି

ଉଇକିଅଭିଧାନ‌ରୁ

ଗାଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶଜ - ବିଶେଷ୍ୟ - (ଆରବୀ - ଗାଜୀ= ବିଧର୍ମୀଙ୍କ ସଙ୍ଗେ ଧର୍ମ ଯୁଦ୍ଧକାରୀ ବୀର)

[ସମ୍ପାଦନା]

ଯୋଦ୍ଧା; ବୀର —Warrior.

[ଦ୍ରଷ୍ଟବ୍ୟ —ଏ ଶବ୍ଦଭାଷାରେ ସ୍ୱତନ୍ତ୍ର ଦେଖାଯାଏ ନାହିଁ କିନ୍ତୁ 'ମର୍ଦ୍ଦଗାଜି' ଶବ୍ଦରେ ଦେଖାଯାଏ]