Jump to content

ଗାଞ୍ଜ

ଉଇକିଅଭିଧାନ‌ରୁ

ଗାଞ୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଳସୀ ମୁହଁର ବିଣ୍ଡା — ୧. A pack (of rag, grass, straw etc) to stop the narrow mouth of a water- pitcher.
୨. ବାଣ ଭିତରକୁ ବାରୁଦ ଖୁନ୍ଦିବା ପାଇଁ ବ୍ୟବହୃତ କାଷ୍ଠଦଣ୍ଡ —୨. A piece of wood used in ramming gunpowder into fireworks.