Jump to content

ଗାଟ୍

ଉଇକିଅଭିଧାନ‌ରୁ

ଗାଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗାର୍ଡ଼)

[ସମ୍ପାଦନା]
୧. ରାଜକୀୟ ଧନ ବା ବ୍ୟକ୍ତିଙ୍କୁ ରକ୍ଷା କରିବା ନିମନ୍ତେ ନିଯୁକ୍ତ ପ୍ରହରିଦଳ — ୧. A company of police or soldiers to guard treasure or a high officials; a guard.
୨. ଚଳୁଥିବା ରେଲ ଗାଡ଼ିର ତତ୍ତ୍ୱାବଧାରକ କର୍ମଚାରୀ — ୨. A guard of a Railway train.