ଗାଡ଼ଭାଲୁ
ଦେଖଣା
ଗାଡ଼ଭାଲୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୂମିରେ ଗର୍ତ୍ତ କରି ରହିବା ଏକ ଜାତୀୟ ଛୋଟ ଭାଲୁ — ୧. A spicies of small-sized bear burrowing in the ground.
[ଦ୍ରଷ୍ଟବ୍ୟ —ଏମାନେ ଏକ ଫୁଟ ଉଚ୍ଚ ଓ ଆକାରରେ ଲମ୍ୱ, ବର୍ଣ୍ଣ କଳା, ଲମ୍ୱ ଲାଙ୍ଗୁଡ଼ ବିଶିଷ୍ଟ, ମୁହଁ କୁକୁର ମୁହଁ ପରି ରାତିରେ ଗ୍ରାମର ବାଡ଼ିଆଡ଼ ଖତ ଗାତ ଓ ହୁଙ୍କା ଖୋଳି ପୋକ ଜୋକ ଖାଆନ୍ତି]
- ୨. (ଅଶ୍ଳୀଳ) ସ୍ତ୍ରୀ ପୁରୁଷଙ୍କ ଜନନେନ୍ଦ୍ରିୟ — ୨. (slang) Male or female organ.