ଗାଡ଼ିଅନ୍
ଦେଖଣା
ଗାଡ଼ିଅନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗାର୍ଡ଼ିଆନ୍= ଗାର୍ଜିଆନ)
[ସମ୍ପାଦନା]- ୧. ପାଗଳ ବା ନାବାଲଗର ଶରୀର ଓ ସମ୍ପତ୍ତି ରକ୍ଷକ ବ୍ୟକ୍ତି; ମୁରବ୍ୱୀ —୧. Guardian or keeper of the person and property of a minor or mad person.
- ୨. ଗୃହ ପରିବାର କର୍ତ୍ତା; ଅଭିଭାବକ — ୨. Headman or Karttā of a family; Paterfamilias.