Jump to content

ଗାଡ଼ିଆ

ଉଇକିଅଭିଧାନ‌ରୁ

ଗାଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ଶୂଦ୍ରଭାଷା) ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ଗର୍ତ୍ତ) କ୍ଷୁଦ୍ର ଜଳାଶୟ — Small tank.

ଗାଡ଼ିଆରେ ହଜାଇ ପୋଖରୀରେ ଖୋଜିବା ନ୍ୟାୟ—ଢଗ

[ଦ୍ରଷ୍ଟବ୍ୟ —ବ୍ରାହ୍ମଣମାନେ ଏହାକୁ ଗଡ଼ିଆ କହନ୍ତି]