Jump to content

ଗାଡ଼ିବା

ଉଇକିଅଭିଧାନ‌ରୁ

ଗାଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ହିନ୍ଦୀ - (ସଂସ୍କୃତ - ଗର୍ତ)

[ସମ୍ପାଦନା]
୧. ଗାତରେ ପୋତିବା — ୧. To bury a thing in a hole in the ground.

ଆଗାଡ଼ି ଲସକର ଚଳିଗଲେ, ମଝିଲୋକ ଆସି ଧଣ୍ଡା ଗାଡ଼ିଲେ ବ୍ରଜନାଥ. ସମରତରଙ୍ଗ

୨. (ଚାନ୍ଦୁଆ ତମ୍ୱୁଆଦି) ଖଟାଇବା — ୨. To fix up tents and canopies.