Jump to content

ଗାଡ଼ିବେଠି

ଉଇକିଅଭିଧାନ‌ରୁ

ଗାଡ଼ିବେଠି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିନା ଭଡ଼ାରେ କୌଣସି ବିଶିଷ୍ଟ କାର୍ଯ୍ୟ ଉପ— ଲକ୍ଷରେ (ରାଜା ବା ଜମିଦାର ଆଦିଙିକୁ) ଗାଡ଼ି ଯୋଗାଇଦେବା କାର୍ଯ୍ୟ —Commandering of carts by Rajas and Zamindars for free service.