Jump to content

ଗାଡ଼ ଖୋଳିବା

ଉଇକିଅଭିଧାନ‌ରୁ

ଗାଡ଼ ଖୋଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ସଂସ୍କୃତ - ଗର୍ତ୍ତ+ ଖୁଦ୍ ଧାତୁ)

[ସମ୍ପାଦନା]
୧. ଭୂମିରେ ଗର୍ତ୍ତ କରିବା — ୧. To dig a hole in the ground.
୨. (ଲକ୍ଷଣାର୍ଥ)— ଅନ୍ୟ ବ୍ୟକ୍ତିର ଅନିଷ୍ଟ କରିବାର ଉପାୟ କରିବା — ୨. To lay a snare to injure another.