ଗାଢ଼
ଦେଖଣା
ଗାଢ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗାହ୍ ଧାତୁ=ଗାଧୋଇବା; ଘାଣ୍ଟିବା+କର୍ମ. ତ)
[ସମ୍ପାଦନା]- ୧. ଦୃଢ଼ —୧. Tight; firm.
- ୨. କଠିନ; ଘନ; ଅଢ଼ରଳ —୨. Solid; hard; thick.
- ୩. ପ୍ରଗାଢ଼; ଅତ୍ୟନ୍ତ; ଅତ୍ୟଧିକ — ୩. Excessive; profound.
- ୪. ଖୁବ୍ ଚାପ ହୋଇଥିବା — ୪. Pressed tightly; fast.
- ୫. ଭାରି —୫. Heavy.
- ୬. ଗଭୀର —୬. Deep.
- ୭. ସେବିତ —୭. Resorted to.
- ୮. ନିମଗ୍ନ; ନିମଜ୍ଜିତ —୮. Sunk; plunged into.
- ୯. ମନଯୋଗବିଶିଷ୍ଟ —୯. Attentive.
ଦେଶଜ - ବିଶେଷଣ -
[ସମ୍ପାଦନା]ଶ୍ରେଷ୍ଠ; ପ୍ରଧାନ —Chief; principal.
ତୁ ଏ ସଂସାର ମଧ୍ୟେ ଗାଢ଼, ତୋ ତହୁଁ ଆଉ କେ କେ ବଡ଼ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ