ଗାଢ଼ମୁଷ୍ଟି
ଦେଖଣା
ଗାଢ଼ମୁଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗାଢ଼+ମୁଷ୍ଟି)
[ସମ୍ପାଦନା]- ୧. ଶକ୍ତ ବା ଉତ୍ତମରୂପେ ମୁଠା କରାଯାଇଥିବା କରତଳ ଓ ଅଙ୍ଗୁଳିଚୟ; ଦୃଢ଼ବଦ୍ଧ ମୁଷ୍ଟି — ୧. Clenched fist.
- ୨. (ବହୁବ୍ରୀହି)—ଖଡ଼୍ଗ; ଖଣ୍ଡା —୨. A sword.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ଯେ ହାତକୁ ଉତ୍ତମରୂପେ ମୁଠା କରିଥାଏ —୧. With clenched fist.
- ୨. ଚିପା; କୃପଣ — ୨. Close-fisted; miserly; niggardly.