Jump to content

ଗାଢ଼ାଲିଙ୍ଗନ

ଉଇକିଅଭିଧାନ‌ରୁ

ଗାଢ଼ାଲିଙ୍ଗନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗାଢ଼+ଆଲିଙ୍ଗନ)

[ସମ୍ପାଦନା]

ଦିହକୁ ଦିହ ଲଗାଇ ଜୋରରେ ବା ଚିପାଚିପି କରି କୁଣ୍ଢାଇବା; ଅନ୍ୟର ଶରରୀରକୁ ଆଣ୍ଟରେ ଭିଡ଼ିବା —Close embrace; a tight embrace.