Jump to content

ଗାଢ଼େ

ଉଇକିଅଭିଧାନ‌ରୁ

ଗାଢ଼େ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି.ବିଶେଷଣ -

[ସମ୍ପାଦନା]
୧. ଗାଢ଼ଭାବରେ; ଅତ୍ୟନ୍ତ; ଅତ୍ୟଧିକ — ୧. Deeply; excessively.

ନଶ୍ୱର ବିଷୟସୁଖେ ଗଢ଼େ ମଜ୍ଜିଲି—ନୀଳମଣି. ଭକ୍ତଧାରା

୨. ଦୃଢ଼ତା ସହିତ —୨. Tightly; firmly.