ଗାଣପତ୍ୟ
ଦେଖଣା
ଗାଣପତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗଣପତି+ଯ)
[ସମ୍ପାଦନା]ଗଣପତି ଗଣେଶଙ୍କ ସମ୍ୱନ୍ଧୀୟ — Pertaining to the God Gaṇeṡa
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗଣେଶ ଉପାସକ ହିନ୍ଦୁସମ୍ପ୍ରଦାୟ — ୧. A sect of Hindhus worshipping God Gaṇeṡa.
- ୨. ଗଣେଶଭକ୍ତ; ଗଣପତି ଉପାସକ — ୨. A devotee of Gaṇeṡa.
[ଦ୍ରଷ୍ଟବ୍ୟ —ସାଧାରଣତଃ ହିନ୍ଦୁମାନଙ୍କ ମଧ୍ୟରେ ପଞ୍ଚଦେବତାଙ୍କ ଉପାସନା— ଭେଦରେ ପଞ୍ଚସମ୍ପ୍ରଦାୟ ଦେଖାଯାନ୍ତି ଯଥା—ବୈଷ୍ଣବ (ବିଷ୍ଣୁ ଭକ୍ତ); ଶୈବ (ଶିବ ଭକ୍ତ); ଶାକ୍ତ (ଦୁର୍ଗା ଉପାସକ); ସୌର (ସୂର୍ଯ୍ୟ ଉପାସକ) ଓ ଗାଣପତ୍ୟ (ଗଣେଶ ଉପାସକ) ]
- ୨. ସେନାପତି କର୍ମ; ଗଣନାୟକହ୍ୱ — ୨. Leadership of a party or host.