Jump to content

ଗାଣ୍ଡି

ଉଇକିଅଭିଧାନ‌ରୁ

ଗାଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ୍ ଧାତୁ+ଇ)

[ସମ୍ପାଦନା]

ଗ୍ରନ୍ଥି; ଗଣ୍ଠି — Knot.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣ୍ଡ=ଚିହ୍ନ; କିମ୍ୱା ସଂସ୍କୃତ - ଗର୍ତ୍ତ=ପ୍ରା. ଗଡ୍ଡ)

[ସମ୍ପାଦନା]
୧. ପିଚା; ଶରୀରର ପଛ ଭାଗ — ୧. Buttocks.
୨. କୌଣସି ପଦାର୍ଥର ପଛ ଭାଗ — ୨. The back side of a thing.
୩. କୌଣସି ପଦାର୍ଥର ତଳ ଭାଗ — ୩. The bottom of a thing.
୪. ଶେଷ ଭାଗ —୪. The end.
୫. ଗିନା, କସାଂ, ମାଠିଆ ଆଦି ପାତ୍ରର ତଳଭାଗ (ଯାହା ଭୂମିର ଲାଗେ; ମନୁଷ୍ୟ ଯେଉଁପରି ବସିଲା ବେଳେ ଭୂମିରେ ତାହାର ଗାଣ୍ଡି ଲାଗେ ପାତ୍ରର ସେହିପରି ଅଂଶ); ପେନ୍ଦି —୫. The stable bottom of a pot.
୬. ଗୃହ୍ୟଦ୍ୱାର; ପାୟୁ; ଗୁଦ —୬. Anus.
୭. (ଅଶ୍ଳୀଳ) ସ୍ତ୍ରୀ ଜନନେନ୍ଦ୍ରିୟ; ଯୋନି — ୭. Vagina.

[ଦ୍ରଷ୍ଟବ୍ୟ —ଗୃହ୍ୟଦ୍ୱାରକୁ ସିଂହଭୂମିର ପିଚା କହନ୍ତି ଏବଂ ସେଠାରେ ଗାଣ୍ଡିର ଏକମାତ୍ର ଅର୍ଥ ଯୋନି

[ଦ୍ରଷ୍ଟବ୍ୟ —ପିଚା ବା ଗୃହ୍ୟଦ୍ୱାର ଅର୍ଥରେ ଗାଣ୍ଡି ଶବ୍ଦର ବ୍ୟବହାର କ୍ରମଶଃ ଶିଷ୍ଟସମାଜରୁ ଲୁପ୍ତ ହୋଇ ତତ୍ପରବର୍ତ୍ତେ 'ପିଚା', 'ଗୁହ୍ୟଦ୍ୱାର' ଆଦି ଶବ୍ଦ ବ୍ୟବହୃତ ହେଉଅଛି]