ଗାଣ୍ଡିଆ
ଦେଖଣା
ଗାଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗାଣ୍ଡିଆ ବତା (ଦେଖ) - ୧. Gāṇḍiā batā (See)
- ୨. (ଅଶ୍ଳୀଳ) ଯେଉଁ ବାଳକ ବା ପୁରୁଷ ସଙ୍ଗେ ଅନ୍ୟ ପୁରୁଷ ଆସ୍ୱାଭାବିକ ପ୍ରକ୍ରିୟା ବା ଗୁଦାମୈଥୁନପୂର୍ବକ ସହବାସ କରେ — ୨. A catamite (a passive agent); a sodomite in sodomy; a male who is habitually subjected to unnatural intercourse by another male.
ଅନୁବାଦ
[ସମ୍ପାଦନା]ଗାଣ୍ଡିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଅଶ୍ଳୀଳ) ଅସ୍ୱାଭାବିକ ପ୍ରକ୍ରିୟାରେ ଗୁଦାମୈଥୁନ—ଦ୍ୱାରା ଅନ୍ୟ ପୁରୁଷ କାମବୃତ୍ତି ଚରିତାର୍ଥ କରିବାରେ ନିଯୁକ୍ତ (ବ୍ୟକ୍ତି) —୧. (a person) Who is used as a passive agent in sodomy.
- ୨. ଯେଉଁ ପାତ୍ରର ଗାଣ୍ଡି ବା ବଇଠି ଅଛି — ୨. (a pot) Having a stable bottom.
- ୩. ଅନ୍ୟାୟ (ବୁଝାମଣା) — ୩. Unjust (consideration).
- ୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ଯଥା, ହେଟା ଗାଣ୍ଡିଆ)— ଅମୁକ ପରି ପିଚାବିଶିଷ୍ଟ —୪. (in compound words) Having buttocks liks.