ଗାଣ୍ଡିଆଉଁସା
ଦେଖଣା
ଗାଣ୍ଡିଆଉଁସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଣ୍ଡିଆଉଁସା
|
ଗ୍ରାମ୍ୟ - ବିଶେଷ୍ୟ - (ଲକ୍ଷଣାର୍ଥ)
[ସମ୍ପାଦନା]ଖୋସାମତ୍ — Mean flattery.
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ଖୋସାମଦିଆ —Flattering.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଗାଁଡ଼ୁ)
[ସମ୍ପାଦନା]- ୧. ଅଣପୁରୁଷା —୧. Impotent (person)
- ୨. ଅମନୁଷ୍ୟ; ଡରୁଆ —୨. Timid; unmanly.