Jump to content

ଗାଣ୍ଡିକଚା

ଉଇକିଅଭିଧାନ‌ରୁ

ଗାଣ୍ଡିକଚା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବ୍ୟକ୍ତି ବା ବସ୍ତୁର ଉପରକୁ ଉଠାଇ ପୁନର୍ବାର ତଳେ କଚିଦେବା ବା ଛେଦି ଦେବା — ୧. Dashing down (a person or thing) after lifting up.
୨. କଚାଡ଼ି ହୋଇ ଭୂମିରେ ଗାଣ୍ଡି ମାଡ଼ି ବସିଲା ଭଳି ପଡ଼ିବା — ୨. Act of falling down with the buttocks on the ground.