ଗାଣ୍ଡିଗୁଆ
ଦେଖଣା
ଗାଣ୍ଡିଗୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବର ଚରକାଳ କନ୍ୟାର ବଶବର୍ତ୍ତୀ ହୋଇ ରହିବ ଏହି ଆଶାରେ ବିବାହ ସମୟରେ କନ୍ୟାର ପାଟିରେ ଗୋଟିଏ ଗୁଆ କିଛି କାଳ ପୁରାଇ ରଖି ତାହା କାଢ଼ି ଉକ୍ତ ଗୁଆକୁ ଭାଙ୍ଗି ପାନ ସାଙ୍ଗରେ ବରର ଅଜ୍ଞାତରେ ତାକୁ ଖାଇବାକୁ ଦେବାର ରୀତି ଅନୁସାରେ ବରକୁ କନ୍ୟା ପକ୍ଷୀୟ ଲୋକ ବିବାହ ଦିବସରେ ପାନସଙ୍ଗେ ଖାଇବାକୁ ଦେବା ଗୁଆ ଫଳ — A betel nut kept for some time in the mouth of a birde and afterwards given with the betel to the bridgeroom to ensure his uxorious conjugal life.