Jump to content

ଗାଣ୍ଡିଘଷାରା ପାଡ଼ିବା

ଉଇକିଅଭିଧାନ‌ରୁ

ଗାଣ୍ଡିଘଷାରା ପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ନିରାଡ଼ି, କୁକୁର, ବିଲୁଆ ଆଦି) ଝାଡ଼ା ଫେରିସାରିବା ପରେ ହିଡ଼ ଆଦି ଉଚ୍ଚ ଭୂମି ବା ପଦାକୁ ବାହାରିବା ବସ୍ତୁରେ ଗାଣ୍ଡିକୁ ଘୋଷାରିବା —(cats, dogs, jackals, etc) To rub the anus against protruding hard things after passing stools.