ଗାଣ୍ଡିପାଡ଼ି ବସିବା
ଦେଖଣା
ଗାଣ୍ଡିପାଡ଼ି ବସିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଣ୍ଡିପାଡ଼ି ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭୂମିରେ ପିଚା ଲଗାଇ ବସିବା — ୧. To sit with the buttocks on the ground.
- ୨. (ଲକ୍ଷଣାର୍ଥ) କୌଣସି ବିଷୟରେ ଦୃଢ଼ତା ଧରି ରହିବା —୨. (figurative) To sit tight over any matter.