ଗାଣ୍ଡିବ
ଦେଖଣା
ଗାଣ୍ଡିବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗାଣ୍ଡି=ଗଣ୍ଠି+ଅଛି ଅର୍ଥରେ ବ)
[ସମ୍ପାଦନା]- ୧. ଅର୍ଜୁନଙ୍କ ଧନୁ —Name of the bow wielded by Arjuna.
[ଦ୍ରଷ୍ଟବ୍ୟ —ଏହା ବ୍ରହ୍ମାଙ୍କ ନିର୍ମିତ; ପ୍ରଥମ ଏହା ଚନ୍ଦ୍ରଙ୍କ ନିକଟରେ ଥିଲା; ଚନ୍ଦ୍ରଙ୍କ ଠାରୁ ବରୁଣ ଓ ବରୁଣଙ୍କ ଠାରୁ ଅଗ୍ନିଙ୍କ ପ୍ରାର୍ଥନା ଅନିସାରେ ଅର୍ଜୁନ ଏହ ପ୍ରାପ୍ତ ହୋଇଥିଲା]
- ୨. ଧନୁ —୧. Arrow.