Jump to content

ଗାଣ୍ଡିମରା

ଉଇକିଅଭିଧାନ‌ରୁ

ଗାଣ୍ଡିମରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଳୀଳ)

[ସମ୍ପାଦନା]

ଗୁଦାମୈଥୁନ; ଅସ୍ୱାଭାବିକ ପ୍ରକ୍ରିୟାରେ ବା ଗୁହ୍ୟଦ୍ୱାର ବାଟେ ଏକ ପୁରୁଷର ଅନ୍ୟ ପୁରୁଷ ସଙ୍ଗେ ସହବାସ — Sodomy.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅସଦୁପାୟରେ ଅର୍ଜିତ — Earned by unfair means.

(ଯଥା—ଗାଣ୍ଡିମରା କଉଡ଼ି ନିଆଁ ପୁଆଁରେ ଯାଏ)