ଗାଣ୍ଡିମରାଇବା
ଦେଖଣା
ଗାଣ୍ଡିମରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଣ୍ଡିମରାଇବା
|
ଗ୍ରାମ୍ୟ - କ୍ରି. (ଅଶ୍ଳୀଳ)
[ସମ୍ପାଦନା]- ୧. ଏକ ପୁରୁଷ ଅନ୍ୟପୁରୁଷଦ୍ୱାରା ଆପଣାର ଗୁହ୍ୟଦ୍ୱାର ବାଟେ ଅସ୍ୱାଭାବିକ ମୈଥୁନ କରାଇବା —୧. To let oneself be subjected to unnatural cohabitation or sodomy.
- ୨. (ସ୍ତ୍ରୀ) ପୁରୁଷଦ୍ୱାରା ମୈଥୁନ କରାଇବା — ୨. (a female) To let oneself be cohabited by a male.
- ୩. (ଲକ୍ଷଣାର୍ଥ) ଠକାମିରେ ପଡ଼ିବା; ଓଲୁ ବନିବା — ୩. (figurative) To be cheated or duped.
- ୪. ପଛେ ଅନୁତାପ କରିବା ଭଳି କାର୍ଯ୍ୟ କରିବା; ବୋକୁବୀ କାମ କରିବା —୪. To do a thing for which one has to repent afterwards.