ଗାଣ୍ଡିରେ ପଶିବା
ଦେଖଣା
ଗାଣ୍ଡିରେ ପଶିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଣ୍ଡିରେ ପଶିବା
|
ଦେଶଜ - କ୍ରି. (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ଅତି ନୀଚଭାବରେ ଅନ୍ୟକୁ ଖୋସାମତ କରିବା — ୧. To flatter a person very meanly.
- ୨. ଦାସନୁଦାସ ରୂପେ କୌଣସି ବ୍ୟକ୍ତିର ଆଜ୍ଞାବହ ହେବା — ୨. To be slavishly subservient to another.
- ୩. କୁକୁର ପରି କୌଣସି ବ୍ୟକ୍ତିର ପଛେ ପଛେ ରହିବା — ୩. To be tied to the apron-strings of another.