Jump to content

ଗାଣ୍ଡି ଧୋଇ ନ ଆସିବା

ଉଇକିଅଭିଧାନ‌ରୁ

ଗାଣ୍ଡି ଧୋଇ ନ ଆସିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତି ଶୈଶବ ଅବସ୍ଥା ଟପି ନ ଥିବା —Not having passed one's infancy.

[ଦ୍ରଷ୍ଟବ୍ୟ —ଶିଶୁମାନେ ମଳତ୍ୟାଗ ପରେ ନିଜେ ନିଜହାତରେ ଜଳଶୈଚ କ୍ରିୟା ସମ୍ପାଦନ କରି ପାରନ୍ତି ନାହିଁ ଏଥି ଯୋଗୁଁ ଅତି ଶିଶୁମାନଙ୍କ ପ୍ରତି ଏ ବାକ୍ୟ ବ୍ୟବହୃତ ହୁଏ, ଯଥା—ତାକୁ ଗାଣ୍ଡି ଧୋଇ ଆସି ନାହିଁ ତା ବାପମାଆ ମରି ଗଲେ]