Jump to content

ଗାଣ୍ଡି ପୋଡ଼ିବା

ଉଇକିଅଭିଧାନ‌ରୁ

ଗାଣ୍ଡି ପୋଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲଙ୍କାମରିଚ ଆଦି ବେଶି ପରିମାଣରେ ଖାଇଲେ ମଳୋତ୍ସର୍ଗ ସମୟରେ ଗୁହ୍ୟଦ୍ୱାରରେ ଯନ୍ତ୍ରଣା ବୋଧ ହେବା —A burning sansation felt in the anus when passing stools after eating pungent or hot things.