Jump to content

ଗାଣ୍ଡେଇବା

ଉଇକିଅଭିଧାନ‌ରୁ

ଗାଣ୍ଡେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଗାଣ୍ଡିଦ୍ୱାରା ବସିବା — ୧. Ti sit on the ground on the buttocks.
୨. ଭୂମିରେ ବସିକରି ପିଚା ଭୂମିରେ ଘୋଷାରି ଘୋଷାରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚିବା —୨. To move on the ground in a sitting posture.
୩. କୌଣସି ବ୍ୟକ୍ତିର କଥାକୁ ଖାତର ନ କରି ତା ଆଡ଼କୁ ପଛ କରିବା —୩. To treat one's words with disregard (by turning one's back to him.)
୪. ଆଦେଶକୁ ଏଡ଼ିଦେବା —୪. To disobey an order.