Jump to content

ଗାତ

ଉଇକିଅଭିଧାନ‌ରୁ

ଗାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗର୍ତ୍ତ; ପ୍ର. ଗଡ୍ଡ)

[ସମ୍ପାଦନା]
୧. ଗର୍ତ୍ତ; ଛିଦ୍ର; ରନ୍ଧ୍ର — ୧. A hole.

ଶୁଣିଲେ ସେ ଭଗୁବଂଶୀୟେ କରି ଗାତ ଧନ ମାନ ପୋତିଣ ଅଛନ୍ତି ବହୁତ କୃଷ୍ଣସିଂହ ମହାଭାରତ. ଆଦି

୨. ଶବ ପୋତିବାର ଗର୍ତ୍ତ; କବର (ଯଥା—ଗାତପଶା) — ୨. Grave; a pit for interring a dead body
୩. ଗହର —୩. Cave.
୪. ପଶୁଆଦି ରହିବା ନିମନ୍ତେ ଭୂମିରେ ଗାତ ଖୋଳିବା ଗହର —୪. Den of a beast.

ଗ୍ରାମ୍ୟ - ବିଶେଷ୍ୟ - (ବିରକ୍ତିରେ ବ୍ୟବହୃତ)

[ସମ୍ପାଦନା]

କୌଣସି ନଷ୍ଟ ବସ୍ତୁ ବା ବିଷୟ —Any spoilt thing or matter.

[ଦ୍ରଷ୍ଟବ୍ୟ —ଲୋକେ ବିରକ୍ତି ହୋଇ କହନ୍ତି— ତୋ କଥା ଆଉ ଚୂଲି ହେବ, ଗାତ ହେବ ଏହିପରି ବିରକ୍ତିରେ ଲେମ୍ୱୁ, ଲୁଣ, ପାଉଁଶ, ଗେଣ୍ଠା, ଗୁଡ଼ ଆଦି ଗୁଡ଼ିଏ ଅପ୍ରସଙ୍ଗିକ ଶବ୍ଦ ଲୋକେ ବିରକ୍ତିରେ ବ୍ୟବହାର କରନ୍ତି]