Jump to content

ଗାତପଶା

ଉଇକିଅଭିଧାନ‌ରୁ

ଗାତପଶା

ଉଚ୍ଚାରଣ

[ସମ୍ପାଦନା]
(ଗାତପଶୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଶୀଘ୍ର ମରି ଗାତରେ ପୋତାଯିବ — ୧. (abuse) (a person) who will shortly die and be buried in a pit
୨. ଭୟାଳୁ; ଡରୁଆ —୨. Coward; timid.