Jump to content

ଗାତ୍ରାବରଣ

ଉଇକିଅଭିଧାନ‌ରୁ

ଗାତ୍ରାବରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗାତ୍ର+ଆବରଣ)

[ସମ୍ପାଦନା]
୧. ଗନ୍ତା; କୁରୁତା — ୧. Coat.
୨. ବର୍ମ; କବଚ —୨. Armour; coat of mail.