Jump to content

ଗାତ୍ରୋତାନ

ଉଇକିଅଭିଧାନ‌ରୁ

ଗାତ୍ରୋତାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗାତ୍ର+ଉତ୍ଥାନ)

[ସମ୍ପାଦନା]
୧. ବସିବା ବା ଶୋଇବା ଅବସ୍ଥାରୁ ଉଠୁବା — ୧. Rising up or sitting up from a lying or sitting posture.
୨. ନିଦରୁ ଉଠିବା —୨. Getting up from sleep.
୩. କୌଣସି ସ୍ଥାନରୁ ଉଠିଯିବା — ୩. Rising up from a place.