Jump to content

ଗାଥକ

ଉଇକିଅଭିଧାନ‌ରୁ

ଗାଥକ

ଉଚ୍ଚାରଣ

[ସମ୍ପାଦନା]
(ଗାଥିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଗୈ ଧାତୁ=ଗାନ କରିବା+ଶିଳ୍ପୀ ଅର୍ଥରେ କର୍ତ୍ତୃ. ଥକ)

[ସମ୍ପାଦନା]
୧. ପଟୁଗାୟକ — ୧. An expert singer or musician.
୨. ଗାନାକାରୀ; ଗାୟକ —୨. A singer.
୩. ପୁରାଣ ବା ସ୍ତବାଦିର ଗାୟକ — ୩. A reciter of sacred songs.