ଗାଥା
ଦେଖଣା
ଗାଥା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗାନ କରିବା+କର୍ମ ଥନ୍; ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଶ୍ଳୋକ; ପଦ୍ୟ — ୧. Poem; couplet; quartet; rhyme.
- ୨. ପଦ୍ୟର ଏକତ୍ର ସମାବିଷ୍ଟ ପୁଞ୍ଜ —୨. Stanza.
- ୩. ରଚନାରେ ସାଧାରଣତଃ ବ୍ୟବହୃତ ହେଉ ନ ଥିବା ଛନ୍ଦ —୩. A metre not ordinarily used in composition.
- ୪. କବିତା —୪. Poetry; verse.
- ୫. ଗାନ; ଗୀତ —୫. Song; ballad.
- ୬. (+ଭାବ. ଥନ୍+ଆ)ବର୍ଣ୍ଣନ — ୭. Description; lyrics.
ଶୁଣ ଭର୍ଗବ ମୋର କଥା ପୂର୍ବ ଯେ ଇତିହାସ ଗାଥା ଜଗନ୍ନାଥ. ଭାଗବତ
- ୭. ବେଦ ଛଡ଼ା ଅନ୍ୟ ସ୍ତବସ୍ତୋତ୍ର — ୭. Hymn not belonging to the Vedas.
- ୮. ଆର୍ଯ୍ୟ ଛନ୍ଦ — ୮. Name of a Sanskrit metre.
- ୯. ପ୍ରାକୃତ ଭାଷା — ୯. A spoken dialect; a vernacular.