Jump to content

ଗାଦି ଗୋସାଇଁ

ଉଇକିଅଭିଧାନ‌ରୁ

ଗାଦି ଗୋସାଇଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେବତାରୂପେ ପୃଜିତ ଭାଗବତ ଆଦି ବହୁ ପୁସ୍ତିକର ରାଶି —୧. A mass of religious books worshipped as a Deity.
୨. ଦେବତାରୂପେ ପୂଜିତ ମହାପୁରୁଷଙ୍କର କବର — ୨. A burial ground of some saint containing the ashes of a saint and worshipped by the people.